29.7 C
Bhubaneswar
Thursday, June 5, 2025
Homeଓଡିଶାପ୍ରତି ରଥ ପାଇଁ ରହିବେ ପହଣ୍ଡି ଦଳ: ଅରବିନ୍ଦ ପାଢୀ

ପ୍ରତି ରଥ ପାଇଁ ରହିବେ ପହଣ୍ଡି ଦଳ: ଅରବିନ୍ଦ ପାଢୀ

ପୁରୀ: ପ୍ରତି ରଥ ପାଇଁ  ରହିବେ ପହଣ୍ଡି ଦଳ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ସୂଚନା  ଦେଇଛନ୍ତି ।  ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ସୂଚନା ଦେଇଛନ୍ତି । ପ୍ରତି ରଥ ପାଇଁ ରହିବେ ପହଣ୍ଡି ଦଳ  । ପ୍ରତିଟି ନୀତି ଉପରେ ବୈଠକରେ ଆଲୋଚନା ହେବ । ଶ୍ରୀମନ୍ଦିରର ଉନ୍ନତିକରଣ କାଯ୍ୟ ନେଇ ଆଲୋଚନା ହେବ ।  ଶ୍ରୀଜଗନ୍ନାଥଙ୍କୁ ନେଇ ଥିବା ଶବ୍ଦାବଳୀର ଅପବ୍ୟବହାର ନହେବା ନେଇ ଚର୍ଚ୍ଚା  ହେଉଛି । ଏଥିସହିତ ଆହୁରି ସୂଚନା ଦେଇଛନ୍ତି ,ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ । ମୋବାଇଲ ରଥ ଉପରକୁ ନେଲେ ହେବ ଫୌଜଦାରୀ ମାମଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking