15.1 C
Bhubaneswar
Monday, December 8, 2025
Homeଓଡିଶାପାସ ପାଇଁ ରଥଯାତ୍ରା ବିଶୃଙ୍ଖଳା ହୋଇନାହିଁ: ମନ୍ତ୍ରୀ

ପାସ ପାଇଁ ରଥଯାତ୍ରା ବିଶୃଙ୍ଖଳା ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା କର୍ଡନ ପାସ   ଆରୋପ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ରଥଯାତ୍ରାରେ ୪ ହଜାରରୁ ଅଧିକ କର୍ଡନ ପାସ ଦିଆଯାଉଥିଲା । ଚଳିତ ବର୍ଷ ଏହି ପାସକୁ ଅଢେଇ  ହଜାରରେ ସୀମିତ ରଖିଥିଲୁ । ସମୁଦାୟ ୨୪ ହଜାର ୭୫୦ ପାସ ଇସ୍ୟୁ କରାଯାଇଛି । ରଥଯାତ୍ରାର ଆବଶ୍ୟକତା ଦେଖି ଜିଲ୍ଲାପାଳ ପାସ ଇସ୍ୟୁ କରନ୍ତି । ପାସ  ପାଇଁ ଚଳିତ ବର୍ଷ ରଥଯାତ୍ରାରେ କୌଣସି ବିଶୃଙ୍ଖଳା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking