33.1 C
Bhubaneswar
Tuesday, July 15, 2025
Homeଓଡିଶାସମୟ ଅଛି ସତର୍କ ହୁଅ: ମନ୍ତ୍ରୀ

ସମୟ ଅଛି ସତର୍କ ହୁଅ: ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।  ସମୟ ଅଛି ସତର୍କ ହୋଇଯାଅ ବୋଲି କହିଲେ । ଅଭିଯାନ ଆରମ୍ଭ ହୋଇଛି କେହି ବି ବର୍ତ୍ତିବେ ନାହିଁ ।  ଯିଏ ଦୁର୍ନୀତି କରିବ ସିଏ ଜେଲ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ ।  ଆମକୁ  ସହେଯାଗ କରନ୍ତୁ , କେହି ବି ଲାଞ୍ଚ ଦିଅନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking