31.1 C
Bhubaneswar
Monday, April 6, 2026
Homeଓଡିଶାତେଲ, ଏଲପିଜି ଅଭାବ ନାହିଁ: ଯୋଗାଣ ସଚିବ

ତେଲ, ଏଲପିଜି ଅଭାବ ନାହିଁ: ଯୋଗାଣ ସଚିବ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ. ଡିଜେଲ ଓ ଏଲପିଜିର କୌଣସି ଅଭାବ ନାହିଁ । ଏନେଇ ପ୍ରେସମିଟରେ ସୂଚନା ଦେଲେ ଯୋଗାଣ ସଚିବ ସଞ୍ଜୟ ସିଂହ । କହିଛନ୍ତି,  ଆଦୌ ଭୟଭୀତ  ହୁଅନ୍ତୁ  ନାହିଁ । ପେଟ୍ରୋଲ, ଡିଜେଲ ଅଭାବ ନାହିଁ । ଗୋଟିଏ, ଦୁଇଟି ପେଟ୍ରୋଲ ପମ୍ପ ଛାଡିଦେଲେ ସବୁଠି ସ୍ଥିତି ସ୍ୱାଭାବିକ  ରହଛି । ଯେଉଁ ଗୋଟିଏ, ଦୁଇଟି ସ୍ଥାନରେ ମିଳୁନି, ଅଭାବ ପାଇଁ  ନୁହୋଁ ଅନ୍ୟ କାରଣରୁ ମିଳୁ ନାହିଁ । ୫ କେଜି  ସିଲିଣ୍ଡର ପାଇଁ କଟକଣା ନାହିଁ, ଆଇଡି ଦେଖାଇ ବିଦ୍ୟାର୍ଥୀ ଓ ଶ୍ରମିକ ନେଇପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking