25.6 C
Bhubaneswar
Thursday, March 27, 2025
Homeଓଡିଶା୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ

୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ

ଭୁବନେଶ୍ୱର : ରାଜ୍ୟରେ ୭୬୪ ପଞ୍ଚାୟତରେ ଇଣ୍ଟରନେଟ ନାହିଁ । ୧୬୭ ବ୍ଲକର ୭୬୪ ପଞ୍ଚାୟତରେ ଟାୱାର ନାହିଁ । ସର୍ୱାଧିକ କନ୍ଧମାଳର ୧୩ ବ୍ଲକର ୧୦୬ ପଞ୍ଚାୟତରେ ଟାୱାର ନାହିଁ । ରାଜ୍ୟର ସବୁ ଗାଁକୁ  ୪୨୭୭ଟି ଟାୱାର ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୮୫ ଟାୱାର ସମ୍ପୁଣ୍ଣ କାଯ୍ୟକ୍ଷମ ହୋଇଛି । ଜୁନ ୨୦୨୫ ସୁଦ୍ଧା ବଳକା ୨୧୯୨ଟି ଟାୱାର କାଯ୍ୟକ୍ଷମ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking