28.1 C
Bhubaneswar
Tuesday, July 8, 2025
Homeଓଡିଶାରାଜ୍ୟକୁ ବନ୍ୟା ବିପଦ ନାହିଁ

ରାଜ୍ୟକୁ ବନ୍ୟା ବିପଦ ନାହିଁ

ଭୁବନେଶ୍ୱର: ବିପଦ ସଂକେତ ତଳେ ରହିଛି ରାଜ୍ୟର ସବୁ ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ମନ୍ତ୍ରୀ ଚନ୍ଦ୍ରଶେଖର ପାଢୀଙ୍କ ସୂଚନା । ବିପଦ ସଂକେତ ତଳେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ । ରାଜଘାଟଠାରେ ୮୦ସେ.ମି ତଳେ ରହିଛି ଜଳସ୍ତର । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରୁ କମୁଛି ବନ୍ୟା ପାଣି । ଉପର ମୁଣ୍ଡରେ ବର୍ଷା ନଥିବାରୁ ଏବେ କୌଣସି ବିପଦ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking