16.1 C
Bhubaneswar
Tuesday, December 9, 2025
Homeଓଡିଶାରାଜ୍ୟରେ ବନ୍ୟା ସ୍ଥିତି ନାହିଁ:  ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ:  ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶୋଖର ପାଢୀ ସୂଚନା ଦେଇଛନ୍ତି । ବଂଶଧାରା ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ହୀରାତୁଦ ଜଳସ୍ତର ୬୨୭.୮୯ ଫୁଟ ଓ ରେଙ୍ଗାଲିରେ ୧୨୩.୫ ମି ରହିଛି । ଦକ୍ଷିଣ ଓଡିଶାର ଜଳଭଣ୍ଡାର ଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ୪୮ ଜଳଭଣ୍ଡାର ମଧ୍ୟରୁ ୩୮ଟିର ସ୍ଥିତି ସନ୍ତୋଷଜନକ ରହିଛି । ଆଗକୁ ବଡ ବର୍ଷା ନଥିବାରୁ ବନ୍ୟା ସମ୍ଭାବନା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking