28.1 C
Bhubaneswar
Monday, July 28, 2025
Homeଓଡିଶାକୋଟିଆକୁ ନେଇ ସାଲିସ ନାହିଁ: ମନ୍ତ୍ରୀ

କୋଟିଆକୁ ନେଇ ସାଲିସ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: କୋଟିଆ ବିବାଦ ବୈଠକ ପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କୋଟିଆକୁ ନେଇ ସାଲିସ କରାଯିବନାହିଁ । ଏବିବାଦ ଏବେ ନୁହେଁ ଶହେ ବର୍ଷ ତଳର ବିବାଦ । ପୁଣିଥରେ ଏହି ମାମଲା ସୁପ୍ରିମକୋର୍ଟରେ ଉଠାଇବୁ । ବିବାଦକୁ ନେଇ ଆଇନଗତ ସହାୟତା ନିଆଯିବ । ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ କରିବାକୁ ବୈଠକ ବସିଥିଲା । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଲୋକସେବା ଭବନରେ ଗୁରୁତ୍ୱପୂଣ୍ଣ ବୈଠକ ବସିଥିଲା । କୋଟିଆ ବିବାଦର ସମାଧାନ ଓ ବିକାଶ ନେଇ ଆଲୋଚନା ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking