31.1 C
Bhubaneswar
Saturday, March 7, 2026
Homeଓଡିଶାଯଥେଷ୍ଟ ତେଲ ଅଛି: ମନ୍ତ୍ରୀ

ଯଥେଷ୍ଟ ତେଲ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । କେବଳ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରନ୍ତୁ । ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି । କଳାବଜାରୀ ଉପରେ ନଜର ରଖିଛୁ । ଦରକାର ପଡିଲେ ଆକ୍ସ ନେବୁ । ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ, ଭୟଭୀତ ହୁଅନ୍ତୁ ନାହିଁ ।

ତେଲ ସରିଯିବା ଗୁଜବ: ପେଟ୍ରୋଲ ପମ୍ପରେ ଭିଡ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking