ତେଲ ସରିଯିବା ଗୁଜବ: ପେଟ୍ରୋଲ ପମ୍ପରେ ଭିଡ
ମାଲକାନଗିରି: ମାଲକାନଗିରିର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ପ୍ରବଳ ଭିଡ । ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ ଦେଖାଦେଇଛି । କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ । ଗାଡି ଟାଙ୍କି ଫୁଲ କରିବା ସହ ବ୍ୟାରେଲ ବୋହି ନେଉଛନ୍ତି ତେଲ । ତେଲର କୌଣସି ଅଭାବ ନାହିଁ କହିଲେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ । କାମ ଚାଲିଥିବାରୁ ଝାରସୁଗୁଡା ଡିପୋରୁ ମାଲକାନଗିରିକୁ … Continue reading ତେଲ ସରିଯିବା ଗୁଜବ: ପେଟ୍ରୋଲ ପମ୍ପରେ ଭିଡ
Copy and paste this URL into your WordPress site to embed
Copy and paste this code into your site to embed