29.1 C
Bhubaneswar
Sunday, April 20, 2025
Homeଓଡିଶାସବୁ ଦଳରେ ମନାନ୍ତର ଥାଏ: ବିଷ୍ଣୁବ୍ରତ

ସବୁ ଦଳରେ ମନାନ୍ତର ଥାଏ: ବିଷ୍ଣୁବ୍ରତ

ଭୁବନେଶ୍ୱର: ବିଜେଡି  ବିବାଦ  ଭିତରେ ବିଷ୍ଣୁବ୍ରତ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି , କୌଣସି ମନ୍ଦ ଉଦ୍ଦେଶ୍ୟ ରଖି  ବୈଠକ ବସୁନି । ମତାନ୍ତର ଓ ମନାନ୍ତର ସବୁ ଦଳରେ ଥାଏ । ଠିକ ଭାବରେ ଆଲୋଚନା କରି ସମାଧାନ ହେବା ଜରୁରୀ । ସୁପ୍ରିମୋ ଯଥାଶୀଘ୍ର ସମାଧାନ କରିବେ କହିଛନ୍ତି ବିଷ୍ଣୁବ୍ରତ । ଦଳକୁ ମଜଭୁତ ପାଇଁ ଏକାଠି କାମ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking