25.9 C
Bhubaneswar
Tuesday, April 7, 2026
Homeଓଡିଶାରାଜ୍ୟରେ ରହିଛି ୩ ହଜାର ୮୫୯ ମଦ ଦୋକାନ : ମନ୍ତ୍ରୀ

ରାଜ୍ୟରେ ରହିଛି ୩ ହଜାର ୮୫୯ ମଦ ଦୋକାନ : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରହିଛି ୩ ହଜାର ୮୫୯ ମଦ ଦୋକାନ । ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ରହିଛି । ୩ ବର୍ଷରେ  ୧୯ ହଜାର ୨୦୦କୋଟିର ରାଜସ୍ୱ ଆଦାୟ ରହିଛି । ୨୦୨୧-୨୨ରେ ୫,୫୨୮ କୋଟି ରାଜସ୍ୱ ଆଦାୟ ରହିଛି । ୨୦୨୨-୨୩ରେ ୬, ୪୫୫ କୋଟି ରାଜସ୍ୱ ଆଦାୟ ରହିଛି ।  ୨୦୨୨- ୨୩ରେ ୭.୨୧୬ କୋଟି ରାଜସ୍ୱ ଆଦାୟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking