ବାଲେଶ୍ୱର: ୨ ଟି ଉପସ୍ୱାସ୍ଥ୍ୟକେନ୍ଦ୍ର ସିରିଜ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ମୁତାବକ ନୀଳିଗିରି ଅଞ୍ଚଳ ପୋଡାଶୁଳ ଓ ସିଆଡିମାଳ ଉପସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ଅଭିଯୋଗ । କମ୍ପୁଟର , ପ୍ରିଣ୍ଟର ଓ ଇନଭର୍ଟର ଚୋରି ଅଭିଯୋଗ । ସାଧାରଣତଃ ଅନେକ ଚୋରି ନେଇ ଘଟଣା ସାମ୍ନାକୁ ଆସୁଥିବା ବେଳେ ହସ୍ପିଟାଲ କୁ ସୁସ୍ଥ ହେବା ପାଇଁ ଚିକିତ୍ସିତ ପାଇଁ ଯାଉଥିବା ବେଳେ ଆଜି ଏକ ଏମିତି ଘଟଣାର ଖବର ସାମ୍ନାକୁ ଆସିଛି ଯେଉଁ ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ , ଲଜ୍ୟାଜନକ ମଧ୍ୟ ଲାଗୁଛି । ତେବେ ସୂଚନା ମୁତାବକ ନୀଳିଗିରି ଅଞ୍ଚଳରୁ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଥିବା ର ଖବର ଶୁଣିବାକୁ ମିଳିଛି ।