23.1 C
Bhubaneswar
Sunday, March 22, 2026
Homeଅପରାଧଯୁବକଙ୍କୁ ତଣ୍ଟି କାଟି ହତ୍ୟା

ଯୁବକଙ୍କୁ ତଣ୍ଟି କାଟି ହତ୍ୟା

ସୁନ୍ଦରଗଡ : ତଣ୍ଟି କଟା ଅବସ୍ଥାରେ ଜଣେ ଯୁବକର ମୃତଦେହ ଧୁରୁଅ।ଡିହି ଥାନା ବାବୁପଡାର ଏକ ପଡିଅ। ମଝିରେ ପଡିରହିଛି। ମୃତ ଯୁବକ ହେଲେ ଲେଢିମଙ୍ଗ ଗ୍ରାମର ଭୀମସେନ କମାର। ପଡିଅ।ରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପଲିସକୁ ଖବର ଦେବା ପରେ ଧୁରୁଅ।ଡିହ ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଅ।ରମ୍ଭ କରିଛି। ତେବେ କିଏ କାହିଁକି ହତ୍ୟା କଲା ନା ଘଟଣା ପଛରେ ଅ।ଉ କିଛି କାରଣ ରହିଛି ତାହା ଜଣା ପଡିନାହିଁ। ତେବେ କୌଣସି ଧାରୁଅ। ଅସ୍ତ୍ରରେ ତଣ୍ଟିକଟା ହୋଇଥିବା ଜଣାପଡିଛି। ଧୁରୁଅ।ଡିହି ପୁଲିସ, ସଦର ଏସଡିପିଓ ହିମାଂଶୁ ବେହେରା ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତଣ୍ଟି କାଟି ଅତି ନିର୍ମମ ଭାବେ ଯୁବକକୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଏହାର କାରଣ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking