23.1 C
Bhubaneswar
Sunday, February 8, 2026
Homeଓଡିଶାଯୁବତୀଙ୍କୁ ମାରି ଜାଳିଦେଲେ

ଯୁବତୀଙ୍କୁ ମାରି ଜାଳିଦେଲେ

ବଣାଇ: ଅଜଣା ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ଚାନ୍ଦିପୋଷ ଥାନା କୁମାକେଲା ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ହତ୍ୟା ପରେ କେହି ପୋଡିଥିବା ସନ୍ଦେହ ମିଳିଛି । ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ôଦତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking