28.1 C
Bhubaneswar
Wednesday, April 1, 2026
Homeଓଡିଶାଟାଙ୍କିରେ ପଡି ଚାଲିଗଲା ଯୁବକଙ୍କ ଜୀବନ

ଟାଙ୍କିରେ ପଡି ଚାଲିଗଲା ଯୁବକଙ୍କ ଜୀବନ

ବାସୁଦେବପୁର : ବାୟୋପ୍ଲକ ଟାଙ୍କିରେ ପଡି ଚାଲିଗଲା ଯୁବକଙ୍କ ଜୀବନ । ମୃତଙ୍କ ନାମ ବାସୁଦେବ ଦାସ(୨୯)। ବାସୁଦେବ ଭଦ୍ରକ ପାହାଡ଼ପୁର ଗାଁର ପ୍ରସନ୍ନ ଦାସଙ୍କ ପୁଅ ବୋଲି ଜଣାପଡିଛି। ବିଜୟପାଟଣା ଗାଁର ନାରାୟଣ ପରିଡାଙ୍କ ଘରେ ବାୟୋପ୍ଲକ ମାଛ ଚାଷରେ କାମ କରୁଥିଲେ ବାସୁଦେବ। କୌଣସି କାରଣରୁ ଟାଙ୍କିରେ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking