28.7 C
Bhubaneswar
Thursday, April 9, 2026
Homeଓଡିଶାମହାନଦୀରେ ବୁଡ଼ି ଯୁବକ ମୃତ

ମହାନଦୀରେ ବୁଡ଼ି ଯୁବକ ମୃତ

ସମ୍ବଲପୁର: ମହାନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଠେଲକୋପଡ଼ାର ସଚିନ ନାଏକ(୪୦)। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଚିନ ମଙ୍ଗଳବାର ଦିନ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ।

ତେବେ ବାଲିବନ୍ଧା ଘାଟରେ ସେ ବୁଡ଼ି ଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିନ ସାଢ଼େ ୧ଟା ପାଖାପାଖି ପାଣି ଭିତରୁ ସଚିନଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking