24.1 C
Bhubaneswar
Thursday, January 15, 2026
Homeଓଡିଶାଶୀତରେ ଥରୁଛି ସାରା ଓଡିଶା

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଶୀତର ପ୍ରକୋପରେ ଥରୁଛି  ସାରା ଓଡିଶା । ପଶ୍ଚିମରୁ ଉପକୂଳ  ହାଡ ଭଙ୍ଗା ଶୀତ  ଅନୁଭୂତ  ହେଉଛି ।  ଆହୁରି ୨ ଦିନ  ପ୍ରବଳ ଶୀତ  ନେଇ  ସତର୍କତା ଜାରି କରିଛି ପାଣିପାଗ ବିଭାଗ  ଆଜି ପାଇଁ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନା. କଟକ,  ଖୋର୍ଦ୍ଧା , ଜଗତସିଂହପୁର, କନ୍ଧମାଳ , ସୋନପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।  ସେପଟେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ   ହେଉଥିବା ବେଳେ   ଉପକୂଳ ଓଡିଶାର ୧୩ ଟି ଜିଲ୍ଲାକୁ କୁହୁଡି ପାଇଁ ସତର୍କ  କରାଯାଇଛି ପାଣିପାଗ ବିଭାଗ ।  ୪ ଦିନ ପରେ ବଢିପାର ତାପମାତ୍ରା ।  ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ  ବଢିବା ନେଇ  ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking