21.1 C
Bhubaneswar
Thursday, December 11, 2025
Homeଅପରାଧଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପୁତୁରାକୁ ହାଣିଲେ କାକା,ଖୁଡି

ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପୁତୁରାକୁ ହାଣିଲେ କାକା,ଖୁଡି

ବଲାଙ୍ଗୀର : ବଲାଙ୍ଗୀର ପୁଇଁତଳା ଥାନା ଅଏଁଲାସାରି ଗାଁରେ ବର୍ବର ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପୁତୁରାକୁ ହତ୍ୟା । କାକା,ଖୁଡିର ଟାଙ୍ଗିଆ ମାଡରେ ଚାଲିଗଲା ପୁତୁରାର ଜୀବନ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ବଲାଙ୍ଗୀର ପୁଇଁତଳା ଥାନା ଅଏଁଲାସାରି ଗାଁରେ ଘଟିଥିବା ନେଇ ଗୁରୁବାର ଖବର ମିଳିଛି । ଜମି ଭାଗବଣ୍ଟାକୁ ନେଇ ପୁତୁରାକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାକା, ଖୁଡି ଥାନାରେ ଅଟକ ରହିଥିବା ବେଳେ କାକାପୁଅ ଭାଇ ଫେରାର୍‌ ରହିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking