24.1 C
Bhubaneswar
Friday, March 6, 2026
Homeଓଡିଶାଦମ୍ପତ୍ତିଙ୍କ ଉପରେ ଚଢିଗଲା ଟ୍ରକ

ଦମ୍ପତ୍ତିଙ୍କ ଉପରେ ଚଢିଗଲା ଟ୍ରକ

ପୁରୀ: ପୁରୀ ଜିଲ୍ଲା ଦହିଜଙ୍ଗା ବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ଅଙ୍ଗନବାଡି ସୁପରଭାଇଜର ବୋଲି ଜଣାଯାଇଛି। ସ୍ୱାମୀସ୍ତ୍ରୀ ଆଜି ସକାଳେ ପାଇକସାହିରୁ ନିମାପଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ଦହିଜଙ୍ଗା ବ୍ରିଜ୍ ଉପରେ ଏକ ଦ୍ରୁତ ଗତିରେ ଆସି ଦମ୍ପତିଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲା। ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ହେଲେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking