କେରଳ : ଶୋଇଥିବା ବେଳେ ୫ ଜଣଙ୍କ ଉପରେ ଚଢିଗଲା ଟ୍ରକ । ଏହି ଦୁର୍ଘଟଣାରେ ୨ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିତିକା ଥାନା ଥିରିଶୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଶୋଇଥିବା ବେଳେ ଟ୍ରକ ମାଡିଗଲା ।