24.1 C
Bhubaneswar
Monday, April 6, 2026
Homeଓଡିଶାବଉଳା କୁମ୍ଭୀରର ଆତଙ୍କ

ବଉଳା କୁମ୍ଭୀରର ଆତଙ୍କ

ରାଜନଗର : ରାଜନଗର ବ୍ଲକରେ ପୁଣି ମାତିଛି ବଉଳା କୁମ୍ଭୀର, ରାଜନଗର ବ୍ଲକ ଗଜରାଜପୁର ଗ୍ରାମର ପ୍ରଦୀପ ବରାଳ ଙ୍କ ପୋଖରୀରେ ପାଖାପାଖି 5.4 ଇଞ୍ଚ ର କୁମ୍ଭୀର ଏକମାସ ହେବ ଘୁରି ବୁଲୁଥିଲା,ଗାଁ ଲୋକ ବନ ବିଭାଗ କୁ ବାରମ୍ବାର ଖବର ଦେଇଥିଲେ ସୁଦ୍ଧା ବନ ବିଭାଗ ଏଥିପ୍ରତି କର୍ଣ୍ଣ ପାତ କରିନଥିଲା ଯେଉଁଥିପାଇଁ ପୋଖରୀରେ ଛଡା ଯାଇଥିବା 50 ହଜାର ଟଙ୍କାର ମାଛ ଜାଆଁଳ ମଧ୍ୟ କୁମ୍ଭୀର ଖାଇଲା ଏବଂ ମଣିଷ କୁ ଖାଇବାକୁ ପୋଖରୀରେ ଜଗି ବସିଲା, ବାଧ୍ୟ ହୋଇ ଆଜି ଗ୍ରାମବାସୀ ନିଜେ ପୋଖରୀର ଦଳ ସଫା କରି ଜାଲ ବିଛାଇ କୁମ୍ଭୀର ଧରିଲେ, ଗ୍ରାମବାସୀ ଙ୍କ ଡିମାଣ୍ଡ 50 ହଜାର କ୍ଷୟକ୍ଷତି ର ଭରଣା କଲେ ଯାଇ କୁମ୍ଭୀର ଛାଡ଼ିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking