34.1 C
Bhubaneswar
Thursday, March 26, 2026
Homeଓଡିଶାବଣାଇଁରେ ଗୋଠଛଡା ଦନ୍ତାଙ୍କ ଆତଙ୍କ

ବଣାଇଁରେ ଗୋଠଛଡା ଦନ୍ତାଙ୍କ ଆତଙ୍କ

ବଣାଇଁ: ଆତଙ୍କ ଖେଲାଛନ୍ତି ଗୋଠଛଡା ଦନ୍ତା। ବେଶ କିଛିଦିନ ବ୍ୟବଧାନରେ ବଣାଇଁ ବନଖଣ୍ଡର ଦୁଇଟି ରେଞ୍ଜ ବଣାଇଁ ଓ କୋଇଡ଼ାକୁ ଫେରିଲେ ଦୁଇ ନରହନ୍ତା ଗୋଠଛଡା ଦନ୍ତା  । ଉଭୟ ହାତୀ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଘୁରି ବୁଲି ଅଦ୍ୟାବଧି ଦୁଇଶହରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ଓ ଆକ୍ରମଣ କରି ଲୋକଙ୍କୁ ମାରିଛି। ହାତୀଙ୍କ ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ବନବିଭାଗ ପଦକ୍ଷେପ ନେଇ ହାତୀ ଘଉଡାଇବା ପ୍ରଚେଷ୍ଟା କରୁ ବୋଲି ସାଧାରଣରେ ଦାବି ହେଉଛି। ଅନ୍ୟପଟେ ବନବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଯାଇ ଧରିବାକୁ ଚେଷ୍ଟା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking