25.1 C
Bhubaneswar
Sunday, February 22, 2026
Homeଓଡିଶାବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ୟାଙ୍କର

ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ୟାଙ୍କର

ବାଲେଶ୍ୱର : ବାଇକ ଆରୋହୀଙ୍କ  ଉପରେ  ଚଢିଗଲା ଟ୍ୟାଙ୍କର । ବାଲେଶ୍ୱର ଜିଲ୍ଲା   ଉଦଳା ରାଜ୍ୟ ରାଜପଥ  ଭାଲୁକାସୁଣି ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।   ବାଇକ ଆରହୀ ଜଣଙ୍କ  ଉଦଳା ରାଜ୍ୟ ରାଜପଥ ଦେଇ ଯାଉଥିଲେ ।    ଏହି ସମୟରେ ବୀପରିତ ଦିଗରେ ଆସୁଥିବା   ବାଇକ ଟ୍ୟାଙ୍କର ଟି ଆରୋହୀଙ୍କୁ ଧକ୍କା ଦେଇଥିଲା ।  ପରେ ଟ୍ୟାଙ୍କରଟି ଘଟଣାସ୍ଥଳରୁ ଖସିଯିବା ପାଇଁ  ଉଦ୍ୟମ କରୁଥିଲା ।  ଟ୍ୟାଙ୍କରକୁ ଲୋକମାନେ ପିଛା କରି  ସେରଗଡ ନିକଟରେ  ଧରିଥିଲେ । ପରେ ପୁଲିସକୁ ଧରାଇଥିଲେ ।  ଦୁର୍ଘଟଣାପରେ ଘଟଣାସ୍ଥଳରେ  ଉତ୍ତେଜନା ଦେଖାଦେଇଛି ।  ଫଳରଏ ଉଭୟ ପାଶ୍ୱର୍ରେ ଗାଡି ମଟର ଅଟକି ରହିଛି । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking