24.1 C
Bhubaneswar
Tuesday, February 10, 2026
Homeଓଡିଶାବାଣରେ ଛାତ୍ରଙ୍କ ହାତ ପାପୁଲି ଛିଡିଲା

ବାଣରେ ଛାତ୍ରଙ୍କ ହାତ ପାପୁଲି ଛିଡିଲା

ଅନୁଗୁଳ: ବାଣରେ ଛାତ୍ରଙ୍କ ହାତ ପାପୁଲି ଛିଡିଲା । ଅଫୁଟା ବାଣ ଫୁଟି ଯିବାରୁ ଛାତ୍ରଙ୍କ ହାତ ପାପୁଲି ଛିଡିଯାଇଥିବା ସୂଚନା ମିଳିଛିଗୁରୁତରଙ୍କୁ ପରିଚୟ ମିଳିପାରିନଥିବା ବେଳେ, ସେ ସୌଭାଗ୍ୟ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ଟ୍ରେନିଂ ଖେଳ ପଡିଆରେ ଦଶମ ଛାତ୍ରଙ୍କ ହାତ ପାପୁଲି ଛିଡିଲା । କ୍ରିକେଟ ଖେଳରେ ଅଫୁଟା ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛିଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking