27.1 C
Bhubaneswar
Sunday, June 30, 2024
Homeଅପରାଧଛାତ୍ରକୁ ଛୁରୀ ଭୁସିଲା ଛାତ୍ର

ଛାତ୍ରକୁ ଛୁରୀ ଭୁସିଲା ଛାତ୍ର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଘଟିଛି ଅଭାବନୀୟ ଘଟଣା । ଛାତ୍ରକୁ ଛୁରୀ ଭୁସିଛି ଛାତ୍ର । ସୂଚନା ଅନୁଯାୟୀ, ଗଞ୍ଜାମ ସାନଖେମୁଣ୍ଡିରେ ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରୀ ଭୁସିଛି ଛାତ୍ର । ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ୨ ଛାତ୍ର ମଧ୍ୟ ରେ ପ୍ରଥମେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇ ଗଣ୍ଡଗୋଳରେ ପହଞ୍ଚିଲା । ରାଗରେ ଅନ୍ୟ ଛାତ୍ରଙ୍କୁ ଛୁରୀ ଭସିଲା ଅନ୍ୟ ଜଣେ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ୨ ଜଣ ଛାତ୍ର ନବମ ଶ୍ରେଣୀର ଅଟନ୍ତି । ପୂର୍ବ ବଚସାକୁ ନେଇ ଏଭଳି ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking