20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପରୀକ୍ଷା ହଲରେ ଟଳି ପଡିଲେ ଛାତ୍ର   

ପରୀକ୍ଷା ହଲରେ ଟଳି ପଡିଲେ ଛାତ୍ର   

ନୂଆଦିଲ୍ଲୀ : ପରୀକ୍ଷା ହଲରେ ଟଳି ପଡିଲେ ଛାତ୍ର ।  ପରୀକ୍ଷା ଦେଉଥିବା ସମୟରେ  ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।  ଏଭଳି ଘଟଣା ଘଟିଛି  ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରର  ବିଡ ଅଞ୍ଚଳରେ ।  ଏଠାରେ ଜଣେ  ବିଏସସିର ଛାତ୍ର ପରୀକ୍ଷା ଦେଉଥିବା ସମୟରେ  ହଠାତ ଟଳି ପଡିଛନ୍ତି ।  ସୂଚନା ଅନୁସାରେ  ବିଏଶସିର ତୃତୀୟ ବର୍ଷର  ଛାତ୍ର ସିଦ୍ଧାନ୍ତ  ମସଲ ଶୁକ୍ରବାର  ସକାଳେ ଇନଷ୍ଟିଚ୍ୟୁଟରେ  ପରୀକ୍ଷା ଦେଉଥିଲେ । ଏହି ସମୟରେ  ସେ ଚେତାଶୂନ୍ୟ ହୋଇପଡିଥିଲେ ।  ଏହାପରେ ତୁରନ୍ତ  ସିଦ୍ଧାନ୍ତଙ୍କୁ  ଡଷ୍ଟ୍ରିକ୍ଟ  ସିଭିଲ ହସ୍ପିଟାଲକୁ  ନିଆଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking