34.1 C
Bhubaneswar
Thursday, April 2, 2026
Homeଓଡିଶାପ୍ରଭୁ ଜଗନ୍ନାଥଙ୍କ ଅଦଭୁତ ଲୀଳା: ନିରଞ୍ଜନ ପଟ୍ଟନାୟକ

ପ୍ରଭୁ ଜଗନ୍ନାଥଙ୍କ ଅଦଭୁତ ଲୀଳା: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର:ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା। ତା’ ସତ୍ତ୍ୱେ ରଥ ଚାଲିଲା ନାହିଁ। ମୁଁ ଜଣେ ଜଗନ୍ନାଥ ବିଶ୍ଵାସୀ ଭକ୍ତ। ମୋର ଜେତ ଦୂର ଧାରଣା ଗତ ୫୦/୬୦ ବର୍ଷ ଭିତରେ ରଥ ଚାଲିବାରେ ଏ ବର୍ଷ ପରି ଦୃଷ୍ଟାନ୍ତ ନାହିଁ। କାହିଁକି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଏ ଲୀଳା ? ଟି.ଭି ରେ ପଣ୍ଡିତ ମାନେ କହୁଛନ୍ତି ସାଲବେଗ ବା ଯାଜପୁରର ୧୨ ବର୍ଷର ବାଳକକୁ ଜଗନ୍ନାଥ ଅପେକ୍ଷା କରିଥିଲେ। ମୁଁ ଗୋଟିଏ ଦୁର୍ବଳମନା ବ୍ୟକ୍ତି। ମୋ ମନରେ ବହୁତ ଦ୍ବନ୍ଦ ଓ ଆଶଙ୍କା ଆସୁଛି। ତା ଭିତରେ ଗତ ବର୍ଷର ରଥଯାତ୍ରାରେ ଘଟିଥିବା ଘଟଣା ଆନ୍ଦୋଳିତ କରୁଛି। ଗତ ବର୍ଷ ବଳଭଦ୍ରଙ୍କୁ ପହଣ୍ଡିବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏପରି ଅବହେଳା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କର କଣ ଅସନ୍ତୋଷ ଅଛି କି ? ମୋର ଅନୁରୋଧ ଆମର ଭୁଲ ପାଇଁ ଆମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡିଶା ବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking