20.1 C
Bhubaneswar
Thursday, February 12, 2026
Homeଓଡିଶା୧୦କିମି ବେଗରେ ଅଗ୍ରସର ହେଉଛି ବାତ୍ୟା, ତାଣ୍ଡବ ରଚିବା ଆଶଙ୍କା

୧୦କିମି ବେଗରେ ଅଗ୍ରସର ହେଉଛି ବାତ୍ୟା, ତାଣ୍ଡବ ରଚିବା ଆଶଙ୍କା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗତକାଲି ଠାରୁ ତୁହାକୁତୁହା ବର୍ଷା ହେଉଛି। ଆଜି ବର୍ଷାର ପରିମାଣ ବଢ଼ିଛି। କିଛିସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ‘ଦାନା’ ପାରାଦୀପ ଠାରୁ ୧୫୦କିମି ଦୂରରେ ରହିଛି। ବିଗତ ୬ ଘଣ୍ଟାରେ ଏହା ଘଣ୍ଟା ପିଛା ୧୦କିମି ବେଗରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟାର ଗତି ଏହି ହିସାବରେ ହେଲେ, ତାହେଲେ ସ୍ଥଳଭାଗରେ ଲ୍ୟାଣ୍ଡଫଲ ବେଳକୁ ସକାଳ ୬ଟା ପରବର୍ତ୍ତୀ ସମୟ ହେବ। ଅନ୍ୟପଟରେ ଯଦି ବାତ୍ୟାର ଘଣ୍ଟା ପ୍ରତି ବେଗ ୧୦କିମିରୁ ଅଧିକ ହୁଏ, ତା’ହେଲେ ଲ୍ୟାଣ୍ଡଫଲ ମଧ୍ୟ ରାତ୍ରୀରେ ହୋଇପାରେ। ‌ତେବେ ବାତ୍ୟାର ଗତି ମନ୍ଥର ହେଲେ ସ୍ଥଳଭାଗରେ ତାଣ୍ଡବ ରଚିବାର ଆଶଙ୍କା ରହୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking