17.1 C
Bhubaneswar
Saturday, February 14, 2026
Homeଓଡିଶା୨୪ବର୍ଷରେ ଦୁଇଥର ବସିଛି ରାଜ୍ୟ ଯୋଜନା ବୋର୍ଡ ବୈଠକ

୨୪ବର୍ଷରେ ଦୁଇଥର ବସିଛି ରାଜ୍ୟ ଯୋଜନା ବୋର୍ଡ ବୈଠକ

ଭୁବନେଶ୍ୱର : ଓଡିଶା ରାଜ୍ୟ ଯୋଜନା ବୋର୍ଡର ବୈଠକ ବିଗତ ୨୪ ବର୍ଷ ମଧ୍ୟରେ ମାତ୍ର ଦୁଇ ଥର ବସିଛି । ୨୦୦୨୩ ମଇ ମାସରେ ଥରେ ବସିଥିବାବେଳେ ଶେଷ ଥର ୨୦୦୭ ମସିହା ଅକ୍ଟୋବର ମାସରେ ବସିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତିଯେ ୨୪ବର୍ଷ ମଧ୍ୟରେ ଦୁଇ ଥର ପାଇଁ ରାଜ୍ୟ ଯୋଜନା ବୋର୍ଡର ବୈଠକ ବସିଥିବାବେଳେ ନୀତି ଆୟୋଗ ଢାଞ୍ଚାରେ ବୋର୍ଡର ପୁର୍ନଗଠନ ପାଇଁ ସରକାର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking