14.1 C
Bhubaneswar
Sunday, December 7, 2025
Homeଓଡିଶାବିଧାନସଭାରେ ରାଜ୍ୟ ବଜେଟ ଆଗତ,୨୦୨୩-୨୦୨୪କାର୍ୟ୍ୟକ୍ରମ ବ୍ୟୟ ବଜେଟ ଠାରୁ ୨୪ ପ୍ରତିଶତ ଅଧିକ

ବିଧାନସଭାରେ ରାଜ୍ୟ ବଜେଟ ଆଗତ,୨୦୨୩-୨୦୨୪କାର୍ୟ୍ୟକ୍ରମ ବ୍ୟୟ ବଜେଟ ଠାରୁ ୨୪ ପ୍ରତିଶତ ଅଧିକ

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଆଗତ । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ କାର୍ୟ୍ୟକ୍ରମ ବ୍ୟୟ- ୧.୫୫ ଲକ୍ଷ କୋଟି ଟଙ୍କା ମୋଟ ବଜେଟ ଅଟକଳର ୫୮.୫ ପ୍ରତିଶତ ୨୦୨୩-୨୦୨୪ ବଜେଟ ଠାରୁ ୨୪ ପ୍ରତିଶତ ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking