25.1 C
Bhubaneswar
Tuesday, January 13, 2026
Homeଓଡିଶା୨୦୨୬ ବର୍ଷର ସ୍ୱତନ୍ତ୍ର ମାସ ଫେବୃଆରୀ

୨୦୨୬ ବର୍ଷର ସ୍ୱତନ୍ତ୍ର ମାସ ଫେବୃଆରୀ

ଭୁବନେଶ୍ୱର: ୨୦୨୬ ବର୍ଷର ସ୍ୱତନ୍ତ୍ର ମାସ ହେଉଛି ଫେବୃଆରୀ । ଆସୁଥିବା ଫେବୃଆରୀ ମାସ କୌଣସି ସାମାନ୍ୟ ମାସ ନୁହେଁ, ଏହି ମାସରେ ୪ଟି ରବିବାର, ୪ଟି ସୋମବାର, ୪ଟି ମଙ୍ଗଳବାର, ୪ଟି ବୁଧବାର, ୪ଟି ଗୁରୁବାର, ୪ଟି ଶୁକ୍ରବାର ଓ ୪ଟି ଶନିବାର ପଡୁଛି । ହୁଏତ ଏହି ସ୍ୱତନ୍ତ୍ର ମାସ ଫେବୃଆରୀ ଭଳି ୨୦୨୬ ପରେ ଆଉ କୌଣସି ସ୍ୱତନ୍ତ୍ର ମାସ ଆମ ଜୀବନ ଭିତରେ ଆସିବ ନାହିଁ । କାରଣ କେବଳ ୮୨୩ ବର୍ଷରେ ଥରେ ଏଭଳି ଫେବୃଆରୀ ମାସ ଆସେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking