22.1 C
Bhubaneswar
Wednesday, January 21, 2026
Homeଅପରାଧଶାଶୁକୁ ହାଣିଲା ଜ୍ଵାଇଁ

ଶାଶୁକୁ ହାଣିଲା ଜ୍ଵାଇଁ

ରେଢ଼ାଖୋଲ : ରେଢ଼ାଖୋଲରେ ଘଟିଲା ଡବଲ ମର୍ଡର ଘଟଣା । ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ତେବେ ଏଭଳି ଘଟଣା ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁରେ ଦେଖିବାକୁ ମିଳିଛି । ପାରିବାରିକ କଳହରୁ ଏହିଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜ୍ବାଇଁ ଫେରାର ହୋଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking