କେନ୍ଦୁଝର: ଘରେ ପଶି ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବର୍ଧନା ଗାଁରେ ଦନ୍ତା ଆତଙ୍କ ଦେଖାଦେଇଛି । ଘରେ ପଶି ଧାନ ଚାଉଳ ଖାଇବା ସହ ଦଳି ମାରିଦେଲା ଦନ୍ତା । ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।