ଭୁବନେଶ୍ୱର: ୨୪ରେ ମିଳିବ ସୁଭଦ୍ରାର ଷଷ୍ଠ ପଯ୍ୟାୟ ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । କହିଛନ୍ତି, ପୁରୀରେ ସ୍ୱତନ୍ତ୍ର କାଯ୍ୟକ୍ରମରେ ମିଳିବ ଟଙ୍କା । ମାର୍ଚ୍ଚ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ । ୧ ଲକ୍ଷ ୭୦ ହଜାର ମହିଳା ପାଇବେ ୨ଟି କିସ୍ତିର ଟଙ୍କା ।