ବ୍ୟୁରୋ : ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆରର ଆଶଙ୍କା ରହିଛି ା ଦାନା ବାତ୍ୟା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ କରିବ ଦାନା ବାତ୍ୟା ା ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି ବଢାଉଛି ା ପାରାଦୀପରେ ୨୬୦ କିମି ଦୂରରେ ଦାନା ରହିଛି । ଭୀଷଣ ବାତ୍ୟାର ରୂପନେଇ ଉପକୂଳ ମୁହାଁ ହୋଇଛି ଦାନା । ଗତ ୬ ଘଣ୍ଟାରେ ୧୨ କିମି ବେବରେ ଗତି କରୁଛି । ପାରାଦୀପର ଦକ୍ଷିଣ ପୂର୍ବକୁ ୨୬୦ କିମି ଦୂରରେ ରହିଛି ଭୀଷଣ ବାତ୍ୟା । ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରିଛି । ପାରାଦୀପରେ ୫୧ ଓ ଚାନ୍ଦବାଲିରେ ୩୯ ମିମି ବର୍ଷା ରେକର୍ଡ କରିଛି । ବାଲେଶ୍ୱର , ପୁରୀ , ଗୋପାଳପୁରରେ ମଧ୍ୟ ବର୍ଷା ଜାରି ରହିଛି ।
https://www.youtube.com/watch?v=hGO2P6gkI-g










