ଭୁବନେଶ୍ୱର : ରାଜଧାନୀରେ ଲୋୟର ପିଏମଜିରେ ପାଚିକା ଆନ୍ଦୋଳନ କରିଛନ୍ତି । ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ଆନ୍ଦୋଳନ କରିଛନ୍ତି । ୧୦ ଦଫା ଦାବି ନେଇ ପାଚିକା ଗଣଧାରଣା ରେ ବସିଛନ୍ତି । ମାସିକ ୧୩, ୫୦୦ ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛନ୍ତି ।