26.1 C
Bhubaneswar
Thursday, September 19, 2024
Homeଓଡିଶାଅକ୍ଟୋବର ୫ ସୁଦ୍ଧା ସରିବ ରାସ୍ତା କାମ

ଅକ୍ଟୋବର ୫ ସୁଦ୍ଧା ସରିବ ରାସ୍ତା କାମ

ଭୁବନେଶ୍ୱର : ଅକ୍ଟୋବର ୫ ସୁଦ୍ଧା ରାଜ୍ୟର ସମସ୍ତ ରାସ୍ତା ମରାମତି କାମ ସରିବ । ଦ୍ୱୈତନଗରୀ ସହ ରାଜ୍ୟର ସବୁ ସହରର ରାସ୍ତା କାମ ସରିବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜଳବନ୍ଦୀ ସମସ୍ୟାର ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ପାର୍ବଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର । ପାର୍ବଣ ପରେ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking