17.1 C
Bhubaneswar
Tuesday, February 10, 2026
Homeଓଡିଶାଆବାସ ଘର ତଦନ୍ତ ହେବ – ମନ୍ତ୍ରୀ

ଆବାସ ଘର ତଦନ୍ତ ହେବ – ମନ୍ତ୍ରୀ

ଭୁବନେଶ୍ୱର : ଲୋକଙ୍କୁ  ମିଳିଥିବା ଆବାସ ଘର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକାମ୍ର ଭୁବନେଶ୍ୱର ମଇଁଷିଆଖାଲ ଓ ଗଧିଆଖାଲ ଆବାସ ଘର ତଦନ୍ତ ହେବ । ଘର ପାଇବା ପରେ ଅନ୍ୟକୁ ଘର ଦେଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି କାଯ୍ୟାନୁଷ୍ଠାନ ପାଇଁ ଗୃହରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking