19.1 C
Bhubaneswar
Thursday, December 25, 2025
Homeଓଡିଶାଛତୁଆର ମାନ ଯାଞ୍ଚ ହେବ

ଛତୁଆର ମାନ ଯାଞ୍ଚ ହେବ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଅଙ୍ଗନବାଡି ଛତୁଆ ପ୍ରସଙ୍ଗ । ଛତୁଆର ମାନକୁ ନେଇ ଉଦବେଗ ପ୍ରକାଶ କଲେ । ଛତୁଆର ମାନ ଯାଞ୍ଚ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଉପମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୁରମା ପାଢୀ । କେତୋଟି ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୃହରେ ଉତ୍ତୁର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସାରା ଓଡିଶାରେ ଛତୁଆର ମାନ ଯାଞ୍ଚ ହେବ । ଯାଞ୍ଚ ରିପୋର୍ଟ ଗୃହକୁ ଦିଆଯିବ । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking