28.1 C
Bhubaneswar
Thursday, July 4, 2024
Homeଓଡିଶାଯାଞ୍ଚ ହେବ ଡାକ୍ତରଙ୍କ ଯୋଗ୍ୟତା

ଯାଞ୍ଚ ହେବ ଡାକ୍ତରଙ୍କ ଯୋଗ୍ୟତା

ଭୁବନେଶ୍ୱର : ଯାଞ୍ଚ ହେବ ଡାକ୍ତରଙ୍କ ଯୋଗ୍ୟତା । ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂରେ କାର୍ଯ୍ୟରତ ଡାକ୍ତରଙ୍କ ଯୋଗ୍ୟତା ଯାଞ୍ଚ ହେବ । ପିଏଚ୍‌ସି/ୟୁପିଏଚ୍‌ସିରେ କାର୍ଯ୍ୟରତ ଡାକ୍ତର/ବିଶେଷଜ୍ଞଙ୍କ ଯୋଗ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପିପିପି ମାଧ୍ୟମରେ କାମ କରୁଥିବା ଡାକ୍ତରଙ୍କ ଯାଞ୍ଜ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଡାଏଲିସିସ୍‌, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ କରୁଥିବରା ଡାକ୍ତରଙ୍କ ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ସିଡିଏମ୍‌ଓଙ୍କ ଦ୍ୱାରା ଯାଞ୍ଚ କରାଇ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking