18.1 C
Bhubaneswar
Sunday, December 21, 2025
Homeଓଡିଶା୧୫ରେ ଆସିବେ ପ୍ରଧାନମନ୍ତ୍ରୀ

୧୫ରେ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ ମୋଦି। ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥିରେ ପାଳନ ହେବ ଗୌରବ ଦିବସ। ୧୫ ରୁ ଆରମ୍ଭ ହୋଇ ବର୍ଷବ୍ୟାପି ଚାଲିବ କାର୍ଯ୍ୟକ୍ରମ । ଚଳିତ ବର୍ଷ ଗୌରବ ଦିବସ ପାଳନ ହେବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking