16.1 C
Bhubaneswar
Sunday, December 21, 2025
Homeଓଡିଶାବର୍ଷ ପୂର୍ତ୍ତିରେ ଆସିବେ ପ୍ରଧାନମନ୍ତ୍ରୀ !  

ବର୍ଷ ପୂର୍ତ୍ତିରେ ଆସିବେ ପ୍ରଧାନମନ୍ତ୍ରୀ !  

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବର୍ଷ ପୂର୍ତ୍ତି ଅବସରରେ ସରକାରୀ ସ୍ତରରେ ଅନେକ କାଯ୍ୟକ୍ରମ ହେବ । ଜୁନ୪ରୁ ୧୪ ତାରିଖ ମଧ୍ୟରେ ଅନେକ କାଯ୍ୟକ୍ରମ ଆୟୋଜନ ହେବ । ଓଡିଶା ଆସିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାମନ୍ତ୍ରୀ ଆସିବେ ବୋଲି ଆଶା କରୁଛୁ କହିଲେ ପୃଥ୍ୱୀରାଜ ରହିଚନ୍ଦନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking