34.9 C
Bhubaneswar
Monday, April 6, 2026
Homeଓଡିଶାପୂରଣ ହେବ ଆରଆଇ,ଅମିନ ପଦ

ପୂରଣ ହେବ ଆରଆଇ,ଅମିନ ପଦ

ଭୁବନେଶ୍ୱର : ରାଜ୍ୟରେ ପୂରଣ ହେବ ଆରଆଇ, ଏଆରଆଇ ଏବଂ ଅମିନ ପଦ । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀଙ୍କ ସୂଚନା । ୭୮୯ ଆରଆଇ,୧୩୮୫ ଏଆରଆଇ,୧୧୬୯ ଅମିନ ପଦ । ପଦବୀ ପୂରଣ ପାଇଁ ଓଏସଏସଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞାପନ ଦେଇ ନିଯୁକ୍ତି କରିବାକୁ କୁହାଯାଇଛି ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking