19.1 C
Bhubaneswar
Thursday, February 12, 2026
Homeଓଡିଶାଖୋଜୁଥିଲା ପୋଲିସ, ମିଳିଲା ମୃତଦେହ

ଖୋଜୁଥିଲା ପୋଲିସ, ମିଳିଲା ମୃତଦେହ

କେନ୍ଦୁଝର : ଯୁବତୀଙ୍କୁ ତଣ୍ଟିକାଟି ହତ୍ୟା ମାମଲାରେ ଟ୍ୱିଷ୍ଟ୍ । ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମିଳିଲା ମୃତଦେହ । ଝାରସୁଗୁଡାର ଏକ ରେଲ ଲାଇନରୁ ମୃତଦେହ ଉଦ୍ଧାର ହେଲା । ୪ ତାରିଖରେ ଘର ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ବରାଳ ଲଜ୍ ଗଳିସ୍ଥିତ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା । ଗଳା କାଟି ହତ୍ୟା ନେଇ ଯୁବତୀଙ୍କ ଭଉଣୀ ଅଭିଯୋଗ କରିଥିଲେ । ଅଭିଯୋଗ ପରଠାରୁ ନିଖୋଜ ଥିଲେ ମୁଖ୍ୟ ଅଭିଯୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking