30.1 C
Bhubaneswar
Friday, March 20, 2026
Homeଅପରାଧଡ୍ରଗ୍ସ କାରବାରରେ ପୂର୍ବତନ ବିଧାୟିକାଙ୍କୁ ବାନ୍ଧିଲା ପୋଲିସ

ଡ୍ରଗ୍ସ କାରବାରରେ ପୂର୍ବତନ ବିଧାୟିକାଙ୍କୁ ବାନ୍ଧିଲା ପୋଲିସ

ବ୍ୟୁରୋ: ଡ୍ରଗ୍ସ କାରବାର ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ବିଧାୟିକା। ପଞ୍ଜାବ ପୋଲିସ କଂଗ୍ରେସର ପୂର୍ବତନ ବିଧାୟିକା ତଥା ବିଜେପି ନେତା ସତ୍କାର କୌର ସିଂହଙ୍କୁ ଗିରଫ କରିଛି। ତାଙ୍କ ସହ ତାଙ୍କ ପୁତୁରାଙ୍କୁ ମଧ୍ୟ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି। ତାଙ୍କ ନିକଟରୁ ୧୦୦ ଗ୍ରାମ ହେରୋଇନ୍ ଜବତ ହୋଇଛି। ପୂର୍ବତନ ବିଧାୟକ ସତ୍କାର କୌରଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ ୨୮ ଗ୍ରାମ ହେରୋଇନ୍‌ ଏବଂ ୧.୫୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ୧୦୦ ଗ୍ରାମ ହେରୋଇନ୍‌ ଚୋରା କାରବାର କରୁଥିବା ବେଳେ ପୋଲିସ ବିଜେପି ନେତା ଓ ତାଙ୍କ ପୁତୁରାଙ୍କୁ ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking