ଭୁବନେଶ୍ୱର: ଓପିଏସସି/ ଏସଏସସି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ । ଯିଏ ଦୋଷୀ ଛଡାଯିବନି । ଏସଂକ୍ରାନ୍ତୀୟ ବିଲ ବିଧାନସଭାରେ ଆଇନରେ ପରିଣତ ହୋଇଛି ।