ଭୁବନେଶ୍ୱର : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଡ଼ୁଆ ବଢ଼ିଲା । ସରକାରୀ ଜମି ଜବରଦଖଲ ଅଭିଯୋଗ ଆଧାରରେ ମାପଚୁପ ଆରମ୍ଭ ହୋଇଛି । ନୂଆଗାଁ ମୌଜାରେ ତହସିଲ ପ୍ରଶାସନ ପକ୍ଷରୁ ଜମି ମାପଚୁପ ଆରମ୍ଭ ହୋଇଛି । ବିଧାୟକ ହିମାଂଶୁ ସାହୁଙ୍କ ଜଣେ ସମର୍ଥକ ଏନେଇ ଅଭିଯୋଗ କରିଥିଲେ ।