ଓଡିଶାରେ ସୁନା ଖଣି

ଭୁବନେଶ୍ୱର : ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ । ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଦେବଗଡ଼ ଜିଲ୍ଲା ଆଡାସ-ରାମପଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଜିଏସଆଇ ଦ୍ୱାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନାର ସନ୍ଧାନ ମିଳିଛି । ଉକ୍ତ ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡ଼ିଛି । ଏବେ ଉକ୍ତ ଖଣିଜ ବ୍ଲକକୁ … Continue reading ଓଡିଶାରେ ସୁନା ଖଣି