29.1 C
Bhubaneswar
Friday, October 4, 2024
Homeଅପରାଧନବଜାତକକୁ ଫିଙ୍ଗିଲା ନୃଶଂସ ମାଆ

ନବଜାତକକୁ ଫିଙ୍ଗିଲା ନୃଶଂସ ମାଆ

ଉଦଳା : ନବଜାତକକୁ ଫୋପାଡି ଦେଲା ନୃଶଂସ ମାଆ । ଭୁଲିଗଲା ମମତା । ଯେଉଁ ଛୁଆକୁ ନଅ ମାସ  ଗର୍ଭରେ ଧରି ଜନ୍ମ ଦେଇଥିଲା ଶେଷରେ ତାକୁ ଫୋପାଡି ଦେଇ ଚାଲିଗଲା ।ବ୍ୟାଗରେ ପୂରାଇ ପୋଲ ତଳକୁ ଫିଙ୍ଗିଦେଲା । ଉଦଳା ଥାନା ଅଠଣଗାଁ ପୋଲି ତଳକୁ ଫିଙ୍ଗିଦେଲା । ନବଜାତତକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଗୁରୁତର ନବଜାତକକୁ ମେଡିବାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking